କରୋନା କାଳରେ ନିର୍ବାଚନ ଲାଗି ଜାରି ହେଲା ନୂଆ ଗାଇଡଲାଇନ: ଗ୍ଲୋଭସ ପିନ୍ଧି ଇଭିଏମ୍ ବଟନ୍ ଟିପିବେ ଭୋଟର

ନୂଆଦିଲ୍ଲୀ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ପକ୍ଷରୁ ନିର୍ବାଚନ ପରିଚାଳନା ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଆଗାମୀ ବିହାର ନିର୍ବାଚନ ଓ ବିଭିନ୍ନ ସ୍ଥାନରେ ହେବାକୁ ଥିବା ଉପନିର୍ବାଚନରେ ଏସବୁ ଗାଇଡଲାଇନ ଲାଗୁ କରାଯିବ। ଓଡ଼ିଶାର ଦୁଇଟି ସ୍ଥାନରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି। ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ ଏବଂ ତିର୍ତ୍ତୋଲ ବିଧାୟକ ବିଷ୍ଣ ଦାସଙ୍କ ପରଲୋକ ହେତୁ ଏହି … Continue reading କରୋନା କାଳରେ ନିର୍ବାଚନ ଲାଗି ଜାରି ହେଲା ନୂଆ ଗାଇଡଲାଇନ: ଗ୍ଲୋଭସ ପିନ୍ଧି ଇଭିଏମ୍ ବଟନ୍ ଟିପିବେ ଭୋଟର